୪ ଓଡ଼ିଆ ଝିଅଙ୍କୁ କୋଟିଏ, ପୁରୁଷ ହକି ଓଡ଼ିଆ ଖେଳାଳିଙ୍କୁ ୬୦ ଲକ୍ଷ

ଭୁବନେଶ୍ୱର : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳର ଚାରି ଓଡ଼ିଆ ଝିଅଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳିବ। ସେହିଭଳି କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ସଦସ୍ୟଙ୍କୁ ୬୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତି ଅନୁଯାୟୀ ଏହି ପୁରସ୍କାର ରାଶି ଦିଆଯିବ। ଚାରି ଝିଅ ଦୀପ୍‌ଗ୍ରେସ୍‌ ଏକ୍କା, … Continue reading ୪ ଓଡ଼ିଆ ଝିଅଙ୍କୁ କୋଟିଏ, ପୁରୁଷ ହକି ଓଡ଼ିଆ ଖେଳାଳିଙ୍କୁ ୬୦ ଲକ୍ଷ